ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇ ଗିରଫ ହେଲେ ଡାକ୍ତର ଓ ମ୍ୟାନେଜର

ଚେନ୍ନାଇ: ତାମିଲନାଡ଼ୁର ଏକ ଡାକ୍ତରଖାନାରେ ଜନୈକା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ସଂପୃକ୍ତ ଡାକ୍ତରଖାନାର ଜଣେ ଡାକ୍ତର ଓ ମ୍ୟାନେଜରଙ୍କୁ ପୁଲିସ୍‌ ଗିରଫ କରିଛି। ଡାକ୍ତରଖାନାରେ ଜଣେ ୧୭ ବର୍ଷୀୟା ନାବାଳିକାକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ତାମିଲନାଡୁର କାରୁରରେ ଜଣେ ଡାକ୍ତର ଏବଂ ଜଣେ ମ୍ୟାନେଜରଙ୍କୁ ପୁଲିସ ଗିରଫ କରିଛି। କାରୁରର ଜିସି ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ଅସ୍ଥିଶଲ୍ୟ ଡାକ୍ତର ରଜନୀକାନ୍ତ ଡାକ୍ତରଖାନାର ଜଣେ ମହିଳା … Continue reading ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇ ଗିରଫ ହେଲେ ଡାକ୍ତର ଓ ମ୍ୟାନେଜର